Governance of Orissa in Oriya, Punishment to whosoever sabotages the Language

The sole purpose of the Oriya race to create a separate State of it’s own was to ensure that its official affairs would be managed in its mother tongue Oriya. Orissa official Language Act, 1954 had to declare that for all and any official purpose Oriya shall be the Language of the State of Orissa. The Act is not being honored. Bhasha Andolan, Orissa completed on April 12, 2017 one year of its unique, entirely non-violent, silent yet most speaking ‘BLACK FLAG MOVEMENT’ calling for codification of punishment to whosoever sabotages official use of Oriya. This special story is published in Orissa’s largest circulated newspaper ‘SAMBAD’.

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “Governance of Orissa in Oriya, Punishment to whosoever sabotages the Language”

  1. ଓଡ଼ଆ ଭାଷା ରେ ଶାସନ ହେବା ଦରକାର। କାହିଁକି ହବନି?
    ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ। ଓଡିଶା ର ନିଜ ର ସ୍ୱତନ୍ତ୍ରତା ଅଛି ଏଵଂ ଏହା ର ସମ୍ମାନ ରହିବା ଦରକାର। ଏହି ଦିଗରେ ପ୍ରଥମ ପଦକ୍ଷେପ ହେଉଛି, ଓଡ଼ିଆରେ ଓଡିଶା ରେ ଶାସନ, ଖିଲାପକାରୀ କୁ ଦଣ୍ଡ ବିଧାନ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.