LANGUAGE MOVEMENT OF ORISSA ON DAY 463

ଚାରିଶହ ତେଷଠି ଦିନରେ ଭାଷା ଆଂଦୋଳନ

ଭୀଷଣ ବର୍ଷା | ସତେ ଯେମିତି ଝରି ପଡୁଥିଲା ଭାଷା ଜନନୀର ଅବାରିତ ଆଶୀର୍ବାଦ ସେହି ଅବିରାମ ବାରିଧାରାରେ, ଓଡିଶା ରାଜଧାନୀର ବକ୍ଷ ଉପରେ |


ଆଜିର କଳାପତାକା ଅଭିଯାନରେ ଓଡ଼ିଶାର ଏହି ଚାରି ମହାନ ମୁକ୍ତିଯୋଦ୍ଧା ଥିଲେ : ଦାଶରଥୀ ଗୁମାନସିଂହ , ମାନଗୋବିନ୍ଦ ସେଠୀ , ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ନାରାୟଣ ଖୁଣ୍ଟିଆ |

ଏବଂ ଅନ୍ୟମାନେ –