MOTHER TONGUE AND MAFIA: A CASE STUDY -16

ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି

 

Bhasha Andolan on Day 580

ପାଞ୍ଚଶହ ଅଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଅର୍ଜୁନ ବେହେରା, ବିରଞ୍ଚିନାରାୟଣ ମଲ୍ଲିକ, ସଞ୍ଜୟ କୁମାର ଦାସ, ସୀମାଦ୍ରୀ ଶେଖର ସାହାଣୀ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 579

ପାଞ୍ଚଶହ ଅଣାଅଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ବିଜୟ ଦାସ, ବର୍ଷାରାଣୀ ଦାସ, ଅନନ୍ତ ପ୍ରସାଦ ତାରେଣିଆ, ତପନ କୁମାର ନାୟକ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 578

ପାଞ୍ଚଶହ ଅଠସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ମୁକେଶ ରଞ୍ଜନ ଖଟୁଆ, ଗୋବିନ୍ଦଚନ୍ଦ୍ର ଶତପଥୀ, ଡ ଅସିତ ଦାସ, ସ୍ମୃତିରଞ୍ଜନ ଦାସ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣