Bhasha Andolan on Day 577

ପାଞ୍ଚଶହ ସତସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଅର୍ଜୁନ ବେହେରା, ରବିନ୍ଦ୍ର ଧଳ, ଶାନ୍ତନୁ ଶ୍ରୀକାନ୍ତ ମହାନ୍ତି, ରାମଚନ୍ଦ୍ର ବେହେରା ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 576

ପାଞ୍ଚଶହ ଛଅସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଶୁଭେନ୍ଦୁ ଧଳ , ଯଶୋବନ୍ତ ନାରାୟଣ ଜେନା , ଗିରିଶ ଚନ୍ଦ୍ର ଶତପଥୀ , ଇଂ ସୁବୋଧ ଧଳ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Blacklist Dr. Debi Prasanna Pattanayak: Demands Bhasha Andolan

ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଦାବୀ

 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରିଥିବା ହେତୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦେଇ ଦାବି କରିଛନ୍ତି ∣ ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥା ଉପସ୍ଥିତ ଥିଲେ ∣

 

ଦାବୀପତ୍ରଟି ନିମ୍ନରେ ପ୍ରଦତ୍ତ ହେଲା ∣