Classical Odia: History of the Status marred by linguist D.P.Pattanayak

ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦଲିଲ ଚୋରି : ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିରୁଦ୍ଧରେ ଦଂଡବିଧାନ ଦାବି (ଭାଷା ଆନ୍ଦୋଳନ ) ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତିପତ୍ର ଚୋରି  ହୋଇଥିବାର ପ୍ରମାଣ ଜଳଜଳ ଦିଶୁଥିବାରୁ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁବ୍ରତ କୁମାର ପୃଷ୍ଟି, ରାମ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ବିରୁଦ୍ଧରେ ଦଂଡବିଧି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚ. ପଟ୍ଟନାୟକ | ଗତ ସାତ ତାରିଖରେ ଏହି ଦଲିଲର ପ୍ରସ୍ତୁତକର୍ତ୍ତା ଓଡ଼ିଆ … Continue reading Classical Odia: History of the Status marred by linguist D.P.Pattanayak