LANGUAGE MOVEMENT OF ORISSA ON DAY 463

ଚାରିଶହ ତେଷଠି ଦିନରେ ଭାଷା ଆଂଦୋଳନ

ଭୀଷଣ ବର୍ଷା | ସତେ ଯେମିତି ଝରି ପଡୁଥିଲା ଭାଷା ଜନନୀର ଅବାରିତ ଆଶୀର୍ବାଦ ସେହି ଅବିରାମ ବାରିଧାରାରେ, ଓଡିଶା ରାଜଧାନୀର ବକ୍ଷ ଉପରେ |


ଆଜିର କଳାପତାକା ଅଭିଯାନରେ ଓଡ଼ିଶାର ଏହି ଚାରି ମହାନ ମୁକ୍ତିଯୋଦ୍ଧା ଥିଲେ : ଦାଶରଥୀ ଗୁମାନସିଂହ , ମାନଗୋବିନ୍ଦ ସେଠୀ , ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ନାରାୟଣ ଖୁଣ୍ଟିଆ |

ଏବଂ ଅନ୍ୟମାନେ –

LANGUAGE MOVEMENT OF ORISSA ON DAY 462

ଚାରିଶହ ବାଷଠି ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ ହେଲେ ତ୍ରିଲୋଚନ ବେହେରା , ପ୍ରଫୁଲ୍ଲ ମହାପାତ୍ର , ସୂର୍ଯ୍ୟକାନ୍ତ ମହାଲି ଓ ରଞ୍ଜନ ରାୟସିଂ

ଏବଂ ଅନ୍ୟମାନେ-

LANGUAGE MOVEMENT OF ORISSA ON DAY 460

ଚାରିଶହ ଷାଠିଏ ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ: ବିଶ୍ୱଜିତ ସ୍ୱାଇଁ, ଡାକ୍ତର ବିଶ୍ୱନାଥ ପଟ୍ଟନାୟକ, ରତିକାନ୍ତ ଦାଶ, ସବ୍ୟସାଚୀ ରାୟ

ଏବଂ ଅନ୍ୟମାନେ –

LANGUAGE MOVEMENT OF ORISSA ON DAY 459

ଚାରିଶହ ଅଣଷଠି ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ: ଲଲାଟେନ୍ଦୁ ପାତ୍ର, ପଙ୍କଜ ପୃଷ୍ଟି, ଶ୍ରୀରାମଚନ୍ଦ୍ର ରାଉତରାୟ, ରାଜ କିଶୋର ବେହେରା

ଏବଂ ଅନ୍ୟମାନେ –

LANGUAGE MOVEMENT OF ORISSA ON DAY 458

ଚାରିଶହ ଅଠାବନ ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ : ଅରବିନ୍ଦ ତ୍ରିପାଠୀ, ହୃଷିକେଶ ଷଡ଼ଙ୍ଗୀ , ଜୟପ୍ରକାଶ ମିଶ୍ର ଓ ଶିତାଂଶୁ ଶେଖର ମହାରଣା ;

ଏବଂ ଅନ୍ୟମାନେ –