ବିଶେଷ ପ୍ରତିନିଧିଙ୍କ ଠାରୁ

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଭାଷା ଆନ୍ଦୋଳନର ଦାବି ପୂର୍ଣ୍ଣତଃ ପୂରଣ କରିବା ସକାଶେ ଭାଷା ଆନ୍ଦୋଳନର ନବ ନିର୍ବାଚିତ ସଭାପତିମଣ୍ଡଳୀ ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଦେଇଅଛି । ତାହା ନିମ୍ନରେ ପ୍ରଦତ୍ତ ହେଲା –

Comments

One Comment

Post a comment
  1. ଗଜାନନ ମିଶ୍ର Gajanan Mishra #
    November 10, 2018

    ପ୍ରକୃତରେ ଓଡିଶା ଶବମୟ କି? ଆଉ ପ୍ରାଣ ପାଇବେ ନି? ଭାଷା ଆଉ ଫୁଟିବ ନି କାହା ପାଟିରୁ? କି ଦୁର୍ଦ୍ଦଶା! ଆମେ ତୋଷାମଦିଆ କୁକୁର ଠୁ ବି ହୀନ? ଶାଗୁଣା ବିଲୁଆ ଆମେ, ପ୍ରାଣ ଫେରିବ କେମିତି କାହାର? ଏତେ ଦିନ ହୋଇଗଲା ନିଜ ଭାଷା ପାଇଁ ଏତେ ହିନସ୍ତା ହେବାକୁ ହେଉଛି! ଚେତନା ନାହିଁ।
    କେବେ ଫେରିବ ଚେତା?ମା ମାଟି ଭାଷାର ଉନ୍ନତି ହେବ କେମିତି କେବେ??

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.