
Category: Actions
Biju’s Knife yet on the Chest of Oriya Language – XII

MOTHER TONGUE AND MAFIA – A CASE STUDY (2)

MOTHER TONGUE AND MAFIA : A CASE STUDY

LANGUAGE MOVEMENT OF ORISSA ON DAY 463
ଚାରିଶହ ତେଷଠି ଦିନରେ ଭାଷା ଆଂଦୋଳନ
ଭୀଷଣ ବର୍ଷା | ସତେ ଯେମିତି ଝରି ପଡୁଥିଲା ଭାଷା ଜନନୀର ଅବାରିତ ଆଶୀର୍ବାଦ ସେହି ଅବିରାମ ବାରିଧାରାରେ, ଓଡିଶା ରାଜଧାନୀର ବକ୍ଷ ଉପରେ |

ଆଜିର କଳାପତାକା ଅଭିଯାନରେ ଓଡ଼ିଶାର ଏହି ଚାରି ମହାନ ମୁକ୍ତିଯୋଦ୍ଧା ଥିଲେ : ଦାଶରଥୀ ଗୁମାନସିଂହ , ମାନଗୋବିନ୍ଦ ସେଠୀ , ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ନାରାୟଣ ଖୁଣ୍ଟିଆ |
ଏବଂ ଅନ୍ୟମାନେ –

