ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ହେତୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଅଛି । କିନ୍ତୁ ବୌଦ୍ଧିକତଃ ଏହା ଅବ୍ୟାହତ ଅଛି । ପ୍ରତି ସୋମବାର ଜଣେଲେଖାଏଁ ପ୍ରଥିତଯଶା ଓଡ଼ିଆ ଭାଷା ଆନ୍ଦୋଳନର ଫେସବୁକ ପୃଷ୍ଠାରୁ ନିଜର ବକ୍ତବ୍ୟ ରଖୁଛନ୍ତି ଯାହା ସିଧା ପ୍ରସାରିତ ହେଉଛି ।
ଏହି କ୍ରମରେ ଗତ ୨୪ତାରିଖରେ ନିଜ ବକ୍ତବ୍ୟ ରଖିଥିଲେ ଶିକ୍ଷା-ମନସ୍ତତ୍ତ୍ଵର ବିଶ୍ଵବିଦିତ ପ୍ରଫେସର ଡଃ ଅଜିତ କୁମାର ମହାନ୍ତି ।
ନିମ୍ନରେ ତାଙ୍କ ଭାଷଣର ଲେଖାରୂପ ରହିଲା, ଯାହା ଉପରେ ଥିବା ତଳମୁହାଁ ତୀର ଚିହ୍ନରେ ଟିପ ଚିପି pdf ରୂପରେ ଥିବା ଏହି ଐତିହାସିକ ଭାଷଣକୁ ଆପଣ ଅନୁଧ୍ୟାନ କରିପାରିବେ ।
ଶୀର୍ଷକ : ପିଲାଙ୍କ ବିକାଶରେ ମାତୃଭାଷା pilanka vasa new