LANGUAGE MOVEMENT OF ORISSA ON DAY 461

ଚାରି ଶହ ଏକଷଠିତମ ଦିବସରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ ହେଲେ ଶ୍ୟାମାଶଂକର ମିଶ୍ର, ବିଭୁତି ଭୂଷଣ ଆଚାର୍ଯ୍ୟ, ଜ୍ଞାନେନ୍ଦ୍ର ମହାପାତ୍ର ଓ ବିଶ୍ବରଂଜନ ସାମନ୍ତରାୟ :

ଏବଂ ଅନ୍ୟମାନେ :

 

LANGUAGE MOVEMENT OF ORISSA ON DAY 460

ଚାରିଶହ ଷାଠିଏ ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ: ବିଶ୍ୱଜିତ ସ୍ୱାଇଁ, ଡାକ୍ତର ବିଶ୍ୱନାଥ ପଟ୍ଟନାୟକ, ରତିକାନ୍ତ ଦାଶ, ସବ୍ୟସାଚୀ ରାୟ

ଏବଂ ଅନ୍ୟମାନେ –