Posts tagged ବନ୍ଦେ ଉତ୍କଳ ଜନନୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ଭାଷା ଜାତୀୟତା ପାଇଁ ଅନବଦ୍ୟ ଅବଦାନ ଦେଇଥିବା ମହାନ ଗାନ – ବନ୍ଦେ ଉତ୍କଳ ଜନନୀ – ଗତକାଲି ଓଡ଼ିଆ ଭାଷା ବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସ୍ଵାର୍ଥଲିପ୍ସାର ଶିକାର ହୋଇଗଲା ।

ଭାଷା ଆଂଦୋଳନର ନୂତନ ସାମାଜିକ ଗଣମାଧ୍ୟମ ମଞ୍ଚ – ଭାଷା ମା ପାଇଁ ପଦେ – ଦ୍ଵାରା ଆହୁତ ହୋଇ ମୁଁ ତହିଁ ଉପରେ ଯଥାସମ୍ଭବ ଆଲୋକପାତ କରିଛି । ନିମ୍ନରେ ତାର ସଂଯୋଗ ସରଣୀ –

ଭାଷା ଆଂଦୋଳନର ନୂଆ ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ଆନୁକୁଲ୍ଯରେ ମଇ ୩୧ରେ ଆଲୋଚିତ ହୋଇଛି କରୋନା ଯୋଦ୍ଧା ପ୍ରକୃତରେ କିଏ ଓ କାହିଁକି ବନ୍ଦେ ଉତ୍କଳ ଜନନୀ ଗୀତ ଅବିଚାରିତ ଉପଯୋଗ ଥିଲା ଅବାଞ୍ଛିତ ;