LANGUAGE MOVEMENT OF ORISSA ON DAY 462

ଚାରିଶହ ବାଷଠି ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ ହେଲେ ତ୍ରିଲୋଚନ ବେହେରା , ପ୍ରଫୁଲ୍ଲ ମହାପାତ୍ର , ସୂର୍ଯ୍ୟକାନ୍ତ ମହାଲି ଓ ରଞ୍ଜନ ରାୟସିଂ

ଏବଂ ଅନ୍ୟମାନେ-

LANGUAGE MOVEMENT OF ORISSA ON DAY 460

ଚାରିଶହ ଷାଠିଏ ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ: ବିଶ୍ୱଜିତ ସ୍ୱାଇଁ, ଡାକ୍ତର ବିଶ୍ୱନାଥ ପଟ୍ଟନାୟକ, ରତିକାନ୍ତ ଦାଶ, ସବ୍ୟସାଚୀ ରାୟ

ଏବଂ ଅନ୍ୟମାନେ –

LANGUAGE MOVEMENT OF ORISSA ON DAY 459

ଚାରିଶହ ଅଣଷଠି ଦିନରେ ଭାଷା ଆଂଦୋଳନ

ଆଜିର କଳାପତାକା ଅଭିଯାନରେ ସାମିଲ: ଲଲାଟେନ୍ଦୁ ପାତ୍ର, ପଙ୍କଜ ପୃଷ୍ଟି, ଶ୍ରୀରାମଚନ୍ଦ୍ର ରାଉତରାୟ, ରାଜ କିଶୋର ବେହେରା

ଏବଂ ଅନ୍ୟମାନେ –