Skip to content
ଭାଷା ଆନ୍ଦୋଳନ, ଓଡ଼ିଶା

ଭାଷା ଆନ୍ଦୋଳନ, ଓଡ଼ିଶା

ଓଡ଼ିଶା ଗଠିତ ଓଡ଼ିଆ ପାଇଁ, ଇଂରାଜୀ ରାଜୁତି ଚାଲିବ ନାଇଁ

  • ସହଯାତ୍ରୀଙ୍କ ସ୍ଵର
  • ଯୋଗାଯୋଗ
  • ଭାଷା ମା ପାଇଁ ପଦେ
  • ଆନ୍ଦୋଳନ ସମ୍ପର୍କିତ ବହି

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

MOTHER TONGUE AND MAFIA-A CASE STUDY – 9

Author adminPosted on September 25, 2017September 25, 2017Categories Actions, Current Topic, Opinions, Persons, Subhas Chandra Pattanayak, UncategorizedTags Bhubaneswar, Classical Language, Classical Odia, D.P.Pattanayak, Odia Bhasa Pratisthan, Oriya Language, Subhas Chandra PattanayakLeave a comment on MOTHER TONGUE AND MAFIA-A CASE STUDY – 9

MOTHER TONGUE AND MAFIA-A CASE STUDY – 8

Author adminPosted on September 18, 2017September 18, 2017Categories Current Topic, Subhas Chandra Pattanayak, UncategorizedTags Classical Language, Odisha, Orissa Assembly, Oriya LanguageLeave a comment on MOTHER TONGUE AND MAFIA-A CASE STUDY – 8

Biju’s knife yet on the chest of Oriya Language-XVII

Author adminPosted on September 17, 2017September 17, 2017Categories Actions, Current Topic, Persons, UncategorizedTags Bhubaneswar, Biju Patnaik, Odisha, Official Language, Orissa Assembly, Orissa Official Language Act, Oriya Language, Subhas Chandra PattanayakLeave a comment on Biju’s knife yet on the chest of Oriya Language-XVII

MOTHER TONGUE AND MAFIA-A CASE STUDY -7

Author adminPosted on September 11, 2017September 11, 2017Categories Actions, Current Topic, Persons, UncategorizedTags Classical Language, Dr. Debi Prasanna Pattanayak, Odisha, Oriya Language, Subhas Chandra Pattanayak1 Comment on MOTHER TONGUE AND MAFIA-A CASE STUDY -7

Biju’s knife yet on the chest of Oriya Language-XVI

Author adminPosted on September 10, 2017September 10, 2017Categories Actions, Current Topic, Literature of the MOVEMENT, Persons, UncategorizedTags Official Language, Orissa Assembly, Oriya Language, Subhas Chandra PattanayakLeave a comment on Biju’s knife yet on the chest of Oriya Language-XVI

Posts navigation

Previous page Page 1 … Page 97 Page 98 Page 99 … Page 118 Next page

ଉଦ୍ଦେଶ୍ୟ ଓ ଲକ୍ଷ୍ୟ

କଳାପତାକା ଅଭିଯାନ ଆମ ଭାଷା ଓଡ଼ିଆ ଓ ଆମ ରାଜ୍ୟ ଓଡ଼ିଶା । ଓଡ଼ିଆ ଭାଷା ପ୍ରତ୍ୟେକ ଓଡ଼ିଆର ଜନ୍ମଗତ ଅଧିକାର ଯାହା ସମ୍ବିଧାନ ସ୍ଵୀକୃତ । ଏହି ଅଧିକାରରୁ ଓଡ଼ିଶା ସରକାର ଓଡ଼ିଆ ଜାତିକୁ ବଞ୍ଚିତ କରିଛନ୍ତି । ଏହାର ପ୍ରତିବିଧାନ ପାଇଁ ଚାଲିଛି ଭାଷା ଆନ୍ଦୋଳନ ଏବଂ ଏହି ଆନ୍ଦୋଳନର ଏହାହିଁ ନଭମଞ୍ଚ ।

ଖୋଜ୍

ଏବର ଉପସ୍ଥାପନା

  • ସରକାରୀ ଷଡଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୩
  • ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨
  • ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧
  • ପ୍ରଥମଥର ପାଇଁ ଭାଷା ଆନ୍ଦୋଳନ ଉପରେ ଆକ୍ରମଣ: ହସ୍ତକ୍ଷେପ ପାଇଁ ପୋଲିସକୁ ଅନୁରୋଧ
  • ଆଲୋଚନାର ମୁଖ୍ୟ ଧାରାରେ ନଥିବା ଅତୀତରୁ ପୃଷ୍ଠାଏ -୧
https://bhashaandolan.com/wp-content/uploads/2020/08/38408615_2128738387167648_3439867409337417728_n.mp4

ପୁରାତନ ଉପସ୍ଥାପନା

ବିଭାଗ

ସାମାଜିକ ଗଣମାଧ୍ୟମ

ଭାଷା ଆଇନର ସଂଶୋଧନ ଅପରିହାର୍ଯ୍ୟ କାହିଁକି?

ଭାଷା ମା ପାଇଁ ପଦେ: ଅସିତ ମହାନ୍ତି

ଭାଷା ମା ପାଇଁ ପଦେ: ପ୍ରସାଦ ହରିଚନ୍ଦନ

ଭାଷା ଆନ୍ଦୋଳନର ଦ୍ଵିତୀୟ ପର୍ଯ୍ୟାୟ

Ama Bhasha Pain Ama Ladhei ... by Subhas Chandra Pattanayak on Scribd

ଭାଷା ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ

Masses and Mass Media of Or... by Subhas Chandra Pattanayak on Scribd

ଭାଷା ଆନ୍ଦୋଳନ ପାଇଁ ପ୍ରସ୍ତୁତିର ପ୍ରଥମ ସ୍ତବକ

Role of Mass Media in Creat... by Subhas Chandra Pattanayak on Scribd

  • ସହଯାତ୍ରୀଙ୍କ ସ୍ଵର
  • ଯୋଗାଯୋଗ
  • ଭାଷା ମା ପାଇଁ ପଦେ
  • ଆନ୍ଦୋଳନ ସମ୍ପର୍କିତ ବହି
ଭାଷା ଆନ୍ଦୋଳନ, ଓଡ଼ିଶା Proudly powered by WordPress