ଛଶହ ପନ୍ଦର ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ପବିତ୍ର ମହାରଥା, ଡଃ ଅସୀତ ଦାସ, ସଞ୍ଜୟ ବସ୍ତିଆ ଓ ଲକ୍ଷ୍ମଣ ଦାଶ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ବ୍ରହ୍ମପୁରର ଉଦ୍ଘୋଷଣ : ନବୀନ ସୁଧୁରନ୍ତୁ , ଓଡ଼ିଆକୁ ଅଲଂଘ୍ୟ କରନ୍ତୁ
‘ଗଣ ଓ ଗଣମାଧ୍ୟମ ସ୍ଵରରେ ଭାଷା ଆନ୍ଦୋଳନ’ ବିଷୟରେ ଥିଲା ଭାଷା ଆନ୍ଦୋଳନ ବ୍ରହ୍ମପୁର ଶାଖାର ଚିନ୍ତକ ସମାବେଶ ∣ ସ୍ଥାନ ବ୍ରହ୍ମପୁର ଉତ୍କଳ ଆଶ୍ରମ ସଭାକକ୍ଷ ∣ ଦିନ ଡିସେମ୍ବର 16 ∣
ବକ୍ତବ୍ୟ ରଖିଥିଲେ ଭାଷା ଆନ୍ଦୋଳନର କେନ୍ଦ୍ରୀୟ ନେତୃତ୍ବ – ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା ଏବଂ ବ୍ରହ୍ମପୁରର ବିଶିଷ୍ଟ ଵିଦ୍ଵାନ ଡ଼. ପି ଶଙ୍କର ନାରାୟଣ ପାତ୍ର , ଡ଼. କାର୍ତିକ ଚନ୍ଦ୍ର ରାଉତ , ଡ଼. ସନ୍ତୋଷ ଦାସ ଓ ଛତ୍ରପୁର ଭାଷା ଆନ୍ଦୋଳନର କର୍ଣ୍ଣଧାର ସୌମ୍ୟ ନାୟକ ∣
ଭାଷା ଆନ୍ଦୋଳନର ଅଭୂତପୂର୍ବ କଳାପତାକା ଅଭିଯାନ ପ୍ରତି ଦୃଢ ସମର୍ଥନ ଜ୍ଞାପନ କରିଥିଲେ ସମବେତ ସମସ୍ତ ଭାଷାପ୍ରେମୀ ∣ ଏହି ଜିଲ୍ଲାରୁ ବିଧାନସଭାକୁ ଯାଇ ଏହି ମାଟିର ଭାଷାଗାରିମାକୁ ଅବଜ୍ଞା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧୁରି ଯାଆନ୍ତୁ ବୋଲି ଆହ୍ବାନ ଦେଇ ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ଅଲଂଘ୍ୟ ହେବା ଓ ଭାଷା ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡବିଧାନ ଆଇନତଃ ପ୍ରଚୋଦିତ ହେବାଯାଏଁ କଳାପତାକା ଅଭିଯାନ ନିଶ୍ଚୟ ଚାଲିବ ବୋଲି ଏହି ସମାବେଶ ସ୍ପଷ୍ଟ କରିଦେଇଥିଲା ∣
ଆବାହକ ଡ଼. ସାଗରରଞ୍ଜନ ତ୍ରିପାଠୀ ଏକ ସଂକ୍ଷିପ୍ତ ବିବରଣୀ ଦେଇ ସାମାଜିକ ଗଣମାଧ୍ୟମରେ କହିଛନ୍ତି, “ଓଡିଶା ମୁକ୍ତି ଆନ୍ଦୋଳନର ସଙ୍କେତ ଦେଇ ସତେ ଯେମିତି ଏହା ଡାକୁଥିଲା ଚାରି କୋଟି ଓଡିଆଙ୍କୁ: ଆସ, ପୁଣି ଏକ ଓଡିଆ ପରିପନ୍ଥୀ ମଣିଷ ହାତରୁ ଓଡ଼ିଶାକୁ ମୁକୁଳାଇ ଭାଷା ଜନନୀର ସୁରକ୍ଷାକରିବା ∣”
ଏହି ଐଁତିହାସିକ ସମାବେଶର କେତେକ ଫଟୋଚିତ୍ର , ଯାହା ଡ଼. ତ୍ରିପାଠୀଙ୍କ ସୂତ୍ରରୁ ମିଳିଛି , ଏଠି ସ୍ଥାନିତ ହେଲା ∣
ଛଶହ ଚଉଦ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : କୃଷ୍ଣଚନ୍ଦ୍ର ମିଶ୍ର, ଦେବବର ନାୟକ, ସବ୍ୟସାଚୀ ଶତପଥୀ, ସନ୍ତୋଷ କୁମାର ମିଶ୍ର ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣
ଛଶହ ତେର ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ନବ କିଶୋର ପ୍ରଧାନ, ମଦନ ମୋହନ ହରିଚନ୍ଦନ ମହାପାତ୍ର, ଲକ୍ଷ୍ମଣ ଦାଶ, ନାରାୟଣ ଖୁଣ୍ଟିଆ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସ
ଛଶହ ବାର ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ପ୍ରଶାନ୍ତ କୁମାର ପରମାଣିକ,ପ୍ରସନ୍ନ କୁମାର ଦାସ, ସନ୍ତୋଷ କୁମାର ସାହୁ, ଦୀନବନ୍ଧୁ ମହାରଣା ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣