ପାଞ୍ଚଶହ ବୟାଶୀ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ନବ କିଶୋର ପ୍ରଧାନ, ନିଳମଣି ମିଶ୍ର, ନିରଞ୍ଜନ ସାହୁ, ଶାରଦା ପ୍ରସାଦ ମହାପାତ୍ର ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ପାଞ୍ଚଶହ ଏକାଅଶୀ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ରଶ୍ମିରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ନାୟକ, ସନ୍ଦୀପ ରଞ୍ଜନ ମଲ୍ଲିକ, ସୁମନ ଶେଖର ସ୍ବାଇଁ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣
ଓଡ଼ିଆ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ‘ସର୍ବସାଧାରଣ’ କାଗଜରେ ଚଳିତ 9 ତାରିଖରୁ 11 ତାରିଖ ଯାଏଁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ “ସତ୍ୟ ସନ୍ଧାନରେ” ସ୍ତମ୍ଭ-ଯୁଦ୍ଧର ଦ୍ଵାହି ଦେଇ କିପରି ଅସତ୍ୟ ପରିବେଷଣ କରିଛନ୍ତି ତାହା ଏହି ବିଶ୍ଵବିଦ୍ୟାଳୟ ପାଇଁ ଆଦ୍ୟ ଉଦ୍ୟମ କରିଥିବା କବି ଗଜାନନ ମିଶ୍ର ସୁଚାଇଛନ୍ତି ସେହି କାଗଜରେ ଆଜି ପ୍ରକାଶ ପାଇଥିବା ନିମ୍ନ ନିବନ୍ଧଟିରେ ∣ ସମସ୍ତେ ଏହାକୁ ଅନୁଶୀଳନ କରନ୍ତୁ ∣ କେଉଁ ମତଲବରେ ପଞ୍ଚାନନ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ତାହା ଆମେ ଯଥା ସମୟରେ ପ୍ରକାଶ କରିବୁ ∣
ଏବେ ଗଜାନନବାବୁଙ୍କ ଲେଖାଟି ପ୍ରତି ଦୃଷ୍ଟି ପଡୁ :
ପାଞ୍ଚଶହ ଅଶୀ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଅର୍ଜୁନ ବେହେରା, ବିରଞ୍ଚିନାରାୟଣ ମଲ୍ଲିକ, ସଞ୍ଜୟ କୁମାର ଦାସ, ସୀମାଦ୍ରୀ ଶେଖର ସାହାଣୀ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣