Blacklist Dr. Debi Prasanna Pattanayak: Demands Bhasha Andolan

ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଦାବୀ

 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରିଥିବା ହେତୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦେଇ ଦାବି କରିଛନ୍ତି ∣ ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥା ଉପସ୍ଥିତ ଥିଲେ ∣

 

ଦାବୀପତ୍ରଟି ନିମ୍ନରେ ପ୍ରଦତ୍ତ ହେଲା ∣

 

 

Bhasha Andolan on Day 563

ପାଞ୍ଚଶହ ତେଷଠି ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ବିଶ୍ଵଜିତ ରଣା, ଭଜରାମ ମଲ୍ଲିକ, ଦୁର୍ଗାମାଧବ ସାହୁ, ମାନସ ବସ୍ତିଆ ∣

 

 

 

 

ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 561

ପାଞ୍ଚଶହ ଏକଷଠି ଦିନରେ ଭାଷା ଆନ୍ଦୋଳନ

ଆଜିର କଳାପତାକା ଅଭିଯାତ୍ରୀ : ଡା. ହୃଷିକେଶ ତ୍ରିପାଠୀ, କାଳୁଚରଣ ଜେନା, ମନୋଜ କୁମାର ତ୍ରିପାଠୀ, ନଗେଶ ରାଉତ

Bhasha Andolan on Day 560

ପାଞ୍ଚଶହ ଷାଠିଏ ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ଦେବାଶିଷ ସେଠୀ, ସୁଦର୍ଶନ ଭାରତୀ, ଜ୍ୟୋତି ପ୍ରକାଶ ବେହେରା, ଉମା ଚରଣ ମହାନ୍ତି ∣

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ

Bhasha Andolan on Day 559

ପାଞ୍ଚଶହ ଅଣଷଠି ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ଜଗନ୍ନାଥ ପ୍ରସାଦ ମହାନ୍ତି, ଦେବାଶିଷ ବଳ, ବି ମୁରଲିଧର, ନୀଳମଣି ମିଶ୍ର ∣

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣