Bhasha Andolan on Day 551

ପାଞ୍ଚଶହ ଏକାବନ ଦିନରେ ଭାଷା ଆନ୍ଦୋଳନ

 

କଳାପତାକା ଧରିଛନ୍ତି : ଚନ୍ଦ୍ର ଶେଖର ହୋତା, ବିଭୁତି ପ୍ରସାଦ ହୋତା, କଳ୍ପତରୁ ବେହେରା, ମନୋଜ କୁମାର ପାତ୍ର ∣

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

 

 

A Noble Editorial and A Mean Attack

ମୁଁ ସମ୍ବାଦ ସମ୍ପାଦକଙ୍କ ନିକଟରେ କୃତଞ୍ଜ ଯେ, ନିଜ ମହାନ ସମ୍ପାଦକୀୟଟି ସହ ଭାଷା ନାଁରେ ଓଡିଶାକୁ ଭୁଆଁ ବୁଲାଉଥିବା ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ କୁତ୍ସିତ ଲେଖାଟିକୁ ବି ଆଜିର ସମ୍ବାଦରେ ସେ ଛାପିଛନ୍ତି ∣ ଏହି କୁତ୍ସିତ ଲେଖାରେ ଧୂର୍ତ୍ତ ଦେବୀ ପ୍ରସନ୍ନ ମୋ ବିରୁଦ୍ଧରେ କିଛି ମିଛ କଥା କହିଛନ୍ତି ∣ ମନ୍ତ୍ରୀସ୍ତରୀୟ କମିଟି ଓ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ କିଛି ଵିଦ୍ଵାନ ତ କିଛି କଥା ଜାଣନ୍ତି ∣ ଏହା ଛଡ଼ା , ଏହି ଉଭୟ ଲେଖାକୁ ଏକତ୍ର ଦେଇ ସମ୍ବାଦ ସମ୍ପାଦକ ତ ନିଶ୍ଚୟ ଏକ ବିତର୍କ ଆରମ୍ଭ କରାଇବାକୁ ଚାହିଁଥିବେ ∣ ତେଣୁ, କୌଣସି ମତ ନ ରଖି, ଆଜିର ସମ୍ବାଦ ପ୍ରତିବେଦନକୁ ଭାଷା ଆନ୍ଦୋଳନର ସାଥୀ ସୈନିକମାନଂକ ଅବଗତି ପାଇଁ ଏଠାରେ ଉପସ୍ଥାପିତ କରାଗଲା ∣ ଯଦି ସମ୍ବାଦରେ କିଛି ବିତର୍କ ହୁଏ ବା ନହୁଏ, ତାକୁ ବିଚାରକୁ ନେଇ, ଏହା ଉପରେ ମୁଁ ମୋ ବୟାନ ଦେବି ∣(ସୁଭାଷ ଚନ୍ଦ୍ର ପଟ୍ଟନାୟକ)

Bhasha Andolan on Day 550

ପାଞ୍ଚଶହ ପଚାଶ ଦିନରେ ଭାଷା ଆନ୍ଦୋଳନ

 

କଳାପତାକା ଧରିଛନ୍ତି : ଚିନ୍ମୟ କୁମାର ସାମନ୍ତରାୟ, ଶଶୀ ନାୟକ, ପ୍ରତାପ କୁମାର ସାହୁ, ସୁବାସ ଚନ୍ଦ୍ର ପଣ୍ଡା ∣

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 549

ପାଞ୍ଚଶହ ଅଣଚାଶ ଦିନରେ ଭାଷା ଆନ୍ଦୋଳନ

 

 

କଳାପତାକା ଧରିଛନ୍ତି : ମଞ୍ଜିତ କୌର, ବି ମୁରଲିଧର, ଡ. ଅସିତ ଦାସ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ∣

 

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 548

ପାଞ୍ଚଶହ ଅଠଚାଳିଶ ଦିନରେ ଭାଷା ଆନ୍ଦୋଳନ

 

କଳାପତାକା ଧରିଛନ୍ତି : ଗିରିଶ ଚନ୍ଦ୍ର ଶତପଥୀ, ନିଗମ ସ୍ବାଇଁ, ସୌଭାଗ୍ୟ ପଟ୍ଟନାୟକ, ସତ୍ୟନାରାୟଣ ଦାଶ ∣

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣