ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି

 

Comments

One Comment

Post a comment
  1. umakanta rout #
    November 21, 2017

    ଚତୁରେ ଚତୁରେ କୋଳାକୋଳି । ଗଜାନନଙ୍କ ଅନଶନ ଆୟୋଜନ କାଳରେ ଏହି ପଞ୍ଚାନନ ବାବୁ ସମ୍ବିଧାନ ଅନୁସାରେ ଭାଷା ବ୍ୟବହାର କେଉଁଠି ସମ୍ବିଧାନରେ ନାହିଁ । କେହି ବୁଝି ନାହଁ , କେବଳ ମୁଁ ଠିକ ବୁଝିଛି ବୋଲି ଆମକୁ ବାରମ୍ବାର ହତୋତ୍ସାହିତ କରିଥିଲେ । ଏବେ ଅଲଗା କଥା କହିଲେଣି । ଲେଖାଟି ପାଢୀ ସାରିଲା ପରେ କେବଳ ହସ ଲାଗୁନାହିଁ ; ଦୟା ବି ଆସୁଛି ।

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.