LIVING HISTORY OF ORISSA: BHASHA ANDOLAN DOCUMENTATION

ଆମ ମାତୃଭାଷାରେ ଆମ ମାତୃଭୁମିର ପରିଚାଳନା ଆମ ଜନ୍ମସିଦ୍ଧ ଅଧିକାର । ଏହି ଅଧିକାର ହାସଲ ପାଇଁ ଭାଷା ଆନ୍ଦୋଳନ ଚାଲିଛି । ଏହାର ପ୍ରଥମ 39 ଦିନର ତଥ୍ୟ ପ୍ରମାଣ ଓ ଫଟୋଚିତ୍ର ପୂର୍ବରୁ ପ୍ରକାଶିତ ହୋଇଛି । ଏବେ ଏଠାରେ ରହୁଛି 500 ଦିନ ଯାଏଁ ହୋଇଥିବା କଳାପତାକା ଅଭିଯାନର ବିବରଣୀ ଯାହା ମୁଦ୍ରିତ ରୂପେ ପ୍ରକାଶ ପାଇଛି ଓ scribd.comରେ ମଧ୍ୟ ।  

ଏହି ସଂଯୋଗ ପଥ (Link)  ନିମ୍ନରେ ଦିଆଗଲା –

https://www.scribd.com/document/364596283/living-history-the-unique-movement-for-official-use-of-oriya-in-orissa-reaches-500-days

 

 

Bhasha Andolan on Day 598

ପାଞ୍ଚଶହ ଅଠାନବେ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଜୟପ୍ରକାଶ ମିଶ୍ର, ଇଂ ସୁବୋଧ ଧଳ, ବିଭୁତି ପଟ୍ଟନାୟକ, ଶ୍ଯାମା ଶଙ୍କର ମିଶ୍ର ∣

 

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣