Bhasha Andolan on Day 574

ପାଞ୍ଚଶହ ଚୌସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ପ୍ରତ୍ୟୁଷ ମହାନ୍ତି, ଦୁର୍ଗା ପ୍ରସାଦ ସାହୁ, ରାଜିବ କୁମାର ଦାସ, ଭାନୁ ପ୍ରତାପ କେଶରୀ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

A petal of love for the Mother Tongue

ମାତୃଭାଷା ପାଇଁ ମମତା ହିଁ ମାତୃଭୂମି ପାଇଁ ମମତାର ନୈସର୍ଗିକ ସ୍ବରୂପ ∣ ଏହି ନୈସର୍ଗିକତା ଏଥି ସନ୍ନିହିତ ନିବନ୍ଧରେ ପରିଦୃଶ୍ୟମାନ ∣ ସନ 2002ରେ ଏହା ପ୍ରକାଶ ପାଇଥିଲା ଦୈନିକ ପ୍ରଗତିବାଦୀରେ ∣ ନିଜ ମାତୃଭାଷାରେ ନିଜ ମାତୃଭୁମିର ସମସ୍ତ ଦାପ୍ତରିକ ପରିଚାଳନା ପାଇଁ ଏବଂ ତହିଁରେ ବାଧାଦାତାକୁ ଦଣ୍ଡବିଧାନ ସକାଶେ ଓଡିଶା ସରକାରୀ ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ପାଇଁ ଦାବି କରୁଥିବା ଭାଷା ଆନ୍ଦୋଳନର ସାଥୀମାନେ ଏହି ନିବନ୍ଧଟି ଦ୍ଵାରା ଉପକୃତ ହେବେ ; ଏହି ଭରସାରେ ସାମାଜିକ ଗଣମାଧ୍ୟମରୁ ଉଦ୍ଧାର କରି ଏଠାରେ ଆମେ ସ୍ଥାନିତ କରୁଛୁ ∣

 

Bhasha Andolan on Day 552

ପାଞ୍ଚଶହ ବାଉନ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ନୀଳମଣି ମିଶ୍ର, ଉଗ୍ରକଣ୍ଠ ମିଶ୍ର, ଅର୍ଜୁନ ସାହୁ, ଚିତ୍ତରଞ୍ଜନ ମିଶ୍ର ∣

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 551

ପାଞ୍ଚଶହ ଏକାବନ ଦିନରେ ଭାଷା ଆନ୍ଦୋଳନ

 

କଳାପତାକା ଧରିଛନ୍ତି : ଚନ୍ଦ୍ର ଶେଖର ହୋତା, ବିଭୁତି ପ୍ରସାଦ ହୋତା, କଳ୍ପତରୁ ବେହେରା, ମନୋଜ କୁମାର ପାତ୍ର ∣

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

 

 

Bhasha Andolan on Day 549

ପାଞ୍ଚଶହ ଅଣଚାଶ ଦିନରେ ଭାଷା ଆନ୍ଦୋଳନ

 

 

କଳାପତାକା ଧରିଛନ୍ତି : ମଞ୍ଜିତ କୌର, ବି ମୁରଲିଧର, ଡ. ଅସିତ ଦାସ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ∣

 

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣