ଆମ ମାତୃଭାଷାରେ ଆମ ମାତୃଭୁମିର ପରିଚାଳନା ଆମ ଜନ୍ମସିଦ୍ଧ ଅଧିକାର । ଏହି ଅଧିକାର ହାସଲ ପାଇଁ ଭାଷା ଆନ୍ଦୋଳନ ଚାଲିଛି । ଏହାର ପ୍ରଥମ 39 ଦିନର ତଥ୍ୟ ପ୍ରମାଣ ଓ ଫଟୋଚିତ୍ର ପୂର୍ବରୁ ପ୍ରକାଶିତ ହୋଇଛି । ଏବେ ଏଠାରେ ରହୁଛି 500 ଦିନ ଯାଏଁ ହୋଇଥିବା କଳାପତାକା ଅଭିଯାନର ବିବରଣୀ ଯାହା ମୁଦ୍ରିତ ରୂପେ ପ୍ରକାଶ ପାଇଛି ଓ scribd.comରେ ମଧ୍ୟ ।
ଏହି ସଂଯୋଗ ପଥ (Link) ନିମ୍ନରେ ଦିଆଗଲା –