Bhasha Andolan on Day 539

ପାଞ୍ଚଶହ ଅଣଚାଳିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି : ଡ. ଅସିତ ଦାସ, ବିଭୁତି ପଟ୍ଟନାୟକ, ଗୋବିନ୍ଦଚନ୍ଦ୍ର ଶତପଥୀ, ଦାଶରଥୀ ଗୁମାନସିଂହ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 538

ପାଞ୍ଚଶହ ଅଠତିରିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି : ରାଜ କିଶୋର ଜେନା, ଲଖଣ ଦାଶ, ଶାରଦା ପ୍ରସାଦ ମହାପାତ୍ର, ବିପିନ କୁମାର ସାହୁ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 537

ପାଞ୍ଚଶହ ସଇଁତିରିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି : ଆବାହକ ପବିତ୍ର ମହାରଥା, ଜୟପ୍ରକାଶ ମିଶ୍ର, ଡଃ ଅସୀତ ଦାସ, ନିରଞ୍ଜନ ସାହୁ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣