Bhasha Andolan on Day 544

ପାଞ୍ଚଶହ ଚୌରାଳିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି :ନାରାୟଣ ଚନ୍ଦ୍ର ଓଝା, ଞ୍ଜ∣ନେନ୍ଦ୍ର କୁମାର ପଲାଇ,ସତ୍ୟନାରାୟଣ ସାମନ୍ତରାୟ, ରାଜେଶ ରଂଜନ ସାହୁ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 543

ପାଞ୍ଚଶହ ତେୟାଳିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି : ନିରଞ୍ଜନ ସାହୁ, ନବ କିଶୋର ସୁବୁଦ୍ଧି, ଜୟପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 542

ପାଞ୍ଚଶହ ବୟାଳିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି: ମଦନ ମୋହନ ହରିଚନ୍ଦନ ମହାପାତ୍ର, ଲକ୍ଷ୍ମଣ ଦାଶ, ଇଂ ସୁବୋଧ ଧଳ, ଅସୀତ ଦାସ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 541

ପାଞ୍ଚଶହ ଏକଚାଳିଶ ଦିନରେ ଭାଷା ଆନ୍ଦୋଳନ

କଳାପତାକା ଧରିଛନ୍ତି : ଦିଲ୍ଲିପ କୁମାର ଶତପଥୀ, ଅଧ୍ୟାପକ ପ୍ରେମାନନ୍ଦ ମହାରଣା, ଅଧ୍ୟାପକ ଗଙ୍ଗାଧର ବରାଳ, ଅଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ ∣

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣