ପାଞ୍ଚଶହ ଅନେଶ୍ବତ ଦିନରେ ଭାଷା ଆନ୍ଦୋଳନ

ଆଜିର କଳାପତାକା ଅଭିଯାତ୍ରୀ : ନିର୍ମଳ ଚନ୍ଦ୍ର ସାମଲ, ଭୈରବ ଚନ୍ଦ୍ର ରାଉତ, ସବ୍ୟସାଚୀ ଶତପଥୀ, ସୂର୍ଯ୍ୟାକାନ୍ତ ମାହାଲି ∣

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ଆମ ମାତୃଭାଷାରେ ଆମ ମାତୃଭୁମିର ପରିଚାଳନା ଆମ ଜନ୍ମସିଦ୍ଧ ଅଧିକାର । ଏହି ଅଧିକାର ହାସଲ ପାଇଁ ଭାଷା ଆନ୍ଦୋଳନ ଚାଲିଛି । ଏହାର ପ୍ରଥମ 39 ଦିନର ତଥ୍ୟ ପ୍ରମାଣ ଓ ଫଟୋଚିତ୍ର ପୂର୍ବରୁ ପ୍ରକାଶିତ ହୋଇଛି । ଏବେ ଏଠାରେ ରହୁଛି 500 ଦିନ ଯାଏଁ ହୋଇଥିବା କଳାପତାକା ଅଭିଯାନର ବିବରଣୀ ଯାହା ମୁଦ୍ରିତ ରୂପେ ପ୍ରକାଶ ପାଇଛି ଓ scribd.comରେ ମଧ୍ୟ ।
ଏହି ସଂଯୋଗ ପଥ (Link) ନିମ୍ନରେ ଦିଆଗଲା –
ପାଞ୍ଚଶହ ଅଠାନବେ ଦିନରେ ଭାଷା ଆନ୍ଦୋଳନ

ଆଜିର କଳାପତାକା ଅଭିଯାତ୍ରୀ : ଜୟପ୍ରକାଶ ମିଶ୍ର, ଇଂ ସୁବୋଧ ଧଳ, ବିଭୁତି ପଟ୍ଟନାୟକ, ଶ୍ଯାମା ଶଙ୍କର ମିଶ୍ର ∣

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣