ପାଞ୍ଚଶହ ପଂଚାବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଦାଶରଥୀ ଗୁମାନସିଂହ, ବିଶ୍ବମୋହନ ମିଶ୍ର, ବିରଂଚି ନାରାୟଣ ଗଣ୍ଠିଆ, ପ୍ରମୋଦ କୁମାର ସାହୁ ∣
ଆଜି ବି ବର୍ଷାଭରା ସନ୍ଧ୍ୟା ∣ ଆଜି ବି ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣
ପାଞ୍ଚଶହ ପଂଚାବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଦାଶରଥୀ ଗୁମାନସିଂହ, ବିଶ୍ବମୋହନ ମିଶ୍ର, ବିରଂଚି ନାରାୟଣ ଗଣ୍ଠିଆ, ପ୍ରମୋଦ କୁମାର ସାହୁ ∣
ଆଜି ବି ବର୍ଷାଭରା ସନ୍ଧ୍ୟା ∣ ଆଜି ବି ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣
ପାଞ୍ଚଶହ ଚଉବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଡ. ଅସିତ ଦାସ, ଉମା ଚରଣ ମହାନ୍ତି, ଲକ୍ଷ୍ମଣ ଦାଶ, ଶାରଦା ପ୍ରସାଦ ମହାପାତ୍ର ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣
ପାଞ୍ଚଶହ ତେପନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ନିରଞ୍ଜନ ସାହୁ, ଅରବିନ୍ଦ ତ୍ରିପାଠୀ, ଶିତାଂଶୁ ଶେଖର ମହାରଣା, ସମିତା ମହାରଣା ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣
ଆମ ମାତୃଭାଷା ପାଇଁ ସବୁଠୁ ବଡ ବିପଦ ହେଉଛି ଭାଷା ମାଫିଆଙ୍କ ଉତ୍ପାତ ∣ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଗୋଟେ ଗୋଷ୍ଠୀ ଗଢ଼ି ଏହି ଉତ୍ପାତ ଚଳାଇଛନ୍ତି ∣ ରାଜ୍ୟ ରାଜକୋଷରୁ ଦରମା ପାଉଥିବା କେତେକ କର୍ମଚାରୀଙ୍କୁ ଧରି ଓଡିଶା ସରକାରଙ୍କ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତି ସନ୍ଦର୍ଭ ଯେପରି ଚୋରିକରାଗଲା ତାହା ଏହି ଉତ୍ପାତର ଗୋଟାଏ ଅଂଶ ମାତ୍ର ∣ 16.10.2017 ତାରିଖର ଦୈନିକ ସର୍ବସାଧାରଣରେ ପ୍ରକାଶିତ ଏହି ପ୍ରତିବେଦନ ∣
ପାଞ୍ଚଶହ ବାଉନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ନୀଳମଣି ମିଶ୍ର, ଉଗ୍ରକଣ୍ଠ ମିଶ୍ର, ଅର୍ଜୁନ ସାହୁ, ଚିତ୍ତରଞ୍ଜନ ମିଶ୍ର ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣