Bhasha Andolan on Day 558

ପାଞ୍ଚଶହ ଅଠାବନ ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : କଳ୍ପତରୁ ଖୁଣ୍ଟିଆ, ଶୁଭଜିତ ମହାପାତ୍ର, ରାଜଦୀପ ପରିଜା, ଅଲେଖ ଚନ୍ଦ୍ର ଜେନା ∣

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 557

ପାଞ୍ଚଶହ ସତାବନ ଦିନରେ ଭାଷା ଆନ୍ଦୋଳନ

 

ଆଜିର କଳାପତାକା ଅଭିଯାତ୍ରୀ : ଡ. ମହେଶ୍ବର, ଅର୍ଜୁନ ଚରଣ ସାମନ୍ତରାୟ, ସଞ୍ଜୟ କୁମାର ଆଚାର୍ଯ୍ୟ, ସୌମ୍ୟରଞ୍ଜନ ନାୟକ ∣

Bhasha Andolan on Day 556

ପାଞ୍ଚଶହ ଛପନ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର ନିଷ୍ଠୁର ବର୍ଷାକୁ ଖାତିର ନକରି ଭାଷା ଜନନୀ ପାଇଁ ନିଜ ତପସ୍ୟାରେ ଆଗେଇ ଚାଲିଥିବା କଳାପତାକା ଅଭିଯାତ୍ରୀ : ପୁଲକ ରଥ, ଡ. ଅସିତ ଦାସ, ନୀଳମଣି ମିଶ୍ର, ନିରଞ୍ଜନ ସାହୁ ∣

 

 

 

 

 

କଳାପତାକା ଅଭିଯାନ ସବୁଦିନ ଆରମ୍ଭ ହୁଏ ସନ୍ଧ୍ୟା 5ରେ ∣ ଏ ଅଭିଯାନ ପ୍ରାୟ 300 ଦିନ ଟପିବା ପରଠୁ, କେଜାଣି କାହିଁକି ମୁଖ୍ୟମନ୍ତ୍ରୀ ଠିକ、ସେହି ସମୟରେ ତାଙ୍କ ଘରଠୁ ସଚିବାଳୟ ଆସୁଛନ୍ତି ଓ ସେ ସଚିବାଳୟରେ ପ୍ରବେଶ ନ କରିବା ଯାଏଁ ଅଭିଯାତ୍ରୀମାନଙ୍କୁ ବାଟ ମଝିରେ ପୋଲିସ ଅଟକାଇ ରଖୁଛନ୍ତି ∣ ବିଜୁଳି ସଂତ୍ରାସ ଓ ଭୟଙ୍କର ବର୍ଷା ସତ୍ତ୍ବେ ଅଭିଯାତ୍ରୀମାନେ ନିର୍ଵିଚଳିତ ଚିତ୍ତରେ ଠିଆହୋଇରହନ୍ତି ସଡ଼କ ଉପରେ ∣ ସେମାନେ ଜାଣନ୍ତି ଯେ , ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ ତାହା ଆମ ଭାଷା ଜନନୀକୁ ବଞ୍ଚାଇ ରଖିବାକୁ ଆମର ତପସ୍ୟା ଓ ଓଡ଼ିଆ ଜାତିର ଶେଷ ଉଦ୍ୟମ, ଯାହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୈଷ୍ଣବ ପରିଡା ଓ ସରକାରୀ କରୁଣାପୁଷ୍ଟ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଚେଷ୍ଟା କରୁଛନ୍ତି ∣ ତେଣୁ ଆମ ସାଥୀମାନେ ସବୁ ଅହେତୁକ ଅତ୍ୟାଚାର ନୀରବରେ ସହିଯାଉଛନ୍ତି ∣ ବେଳେବେଳେ ଏହି ଅତ୍ୟାଚାରକୁ ଅଧିକ ଆଘାତକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ବିଳମ୍ବ କରୁଛନ୍ତି ଓ ପୋଲିସ ଆମକୁ ବହୁ ସମୟ ଧରି ଅଟକାଇ ରଖୁଛି ∣ ଆଜି ଥିଲା ଏହିପରି ଏକ ଭୀତିପ୍ରଦ ଦିନ ∣ ଆକାଶରେ ଘନ ଘନ ବିଜୁଳି ∣ ବଜ୍ରପାତ ∣ ତୁହାକୁ ତୁହା ମୂଷଳ ଧାରାରେ ବର୍ଷା ∣ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ରାତିଯାଏଁ ସଡ଼କ ଉପରେ ଅଟକାଇ ରଖିଲା ପୋଲିସ ∣ ମଧୁବାବୁଙ୍କ ପାଖରେ ପହଞ୍ଚିଲା ବେଳକୁ ଅନ୍ଧାର ∣ ତଥାପି ଆମ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କ ମୁହଁରେ ଥିଲା ହସ ∣ ଆମ ଭାଷା ଜନନୀଙ୍କୁ ଇଂରେଜୀ ଆଧିପତ୍ୟର ଅନ୍ଧାର କବଳରୁ ଉଦ୍ଧାର କରିବାକୁ ଯେଉଁମାନେ ଜୀବନକୁ ବାଜି ଲଗାଇଦେଉଛନ୍ତି ସେମାନଙ୍କୁ ଏ ଅନ୍ଧାର କେତେ ବା ଡ଼ରାଇବ ?

 

Bhasha Andolan on Day 555

ପାଞ୍ଚଶହ ପଂଚାବନ ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ଦାଶରଥୀ ଗୁମାନସିଂହ, ବିଶ୍ବମୋହନ ମିଶ୍ର, ବିରଂଚି ନାରାୟଣ ଗଣ୍ଠିଆ, ପ୍ରମୋଦ କୁମାର ସାହୁ ∣

 

 

 

 

ଆଜି ବି ବର୍ଷାଭରା ସନ୍ଧ୍ୟା ∣ ଆଜି ବି ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 554

ପାଞ୍ଚଶହ ଚଉବନ ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ଡ. ଅସିତ ଦାସ, ଉମା ଚରଣ ମହାନ୍ତି, ଲକ୍ଷ୍ମଣ ଦାଶ, ଶାରଦା ପ୍ରସାଦ ମହାପାତ୍ର ∣

 

 

 

 

ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣