ଆମ ମାତୃଭାଷା ପାଇଁ ସବୁଠୁ ବଡ ବିପଦ ହେଉଛି ଭାଷା ମାଫିଆଙ୍କ ଉତ୍ପାତ ∣ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଗୋଟେ ଗୋଷ୍ଠୀ ଗଢ଼ି ଏହି ଉତ୍ପାତ ଚଳାଇଛନ୍ତି ∣ ରାଜ୍ୟ ରାଜକୋଷରୁ ଦରମା ପାଉଥିବା କେତେକ କର୍ମଚାରୀଙ୍କୁ ଧରି ଓଡିଶା ସରକାରଙ୍କ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତି ସନ୍ଦର୍ଭ ଯେପରି ଚୋରିକରାଗଲା ତାହା ଏହି ଉତ୍ପାତର ଗୋଟାଏ ଅଂଶ ମାତ୍ର ∣ 16.10.2017 ତାରିଖର ଦୈନିକ ସର୍ବସାଧାରଣରେ ପ୍ରକାଶିତ ଏହି ପ୍ରତିବେଦନ ∣
Category: Subhas Chandra Pattanayak
Rourkela marches with Bhubaneswar on Day 552
ପାଞ୍ଚଶ ବାଉନ ଦିନରେ ଭୁବନେଶ୍ଵର ସହ ରାଉରକେଲା
ଆଜିର କଳାପତାକା ଅଭିଯାତ୍ରୀ : ଶିବପ୍ରସାଦ ତ୍ରିପାଠୀ , ଦୀପକ କୁମାର ସ୍ବାଇଁ , ଶଶୀଭୂଷଣ ତ୍ରିପାଠୀ , ସୁଶାନ୍ତ ସୁତାର , କୁଞ୍ଜ ବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର ∣
Bhasha Andolan on Day 552
ପାଞ୍ଚଶହ ବାଉନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ନୀଳମଣି ମିଶ୍ର, ଉଗ୍ରକଣ୍ଠ ମିଶ୍ର, ଅର୍ଜୁନ ସାହୁ, ଚିତ୍ତରଞ୍ଜନ ମିଶ୍ର ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣
A Noble Editorial and A Mean Attack
ମୁଁ ସମ୍ବାଦ ସମ୍ପାଦକଙ୍କ ନିକଟରେ କୃତଞ୍ଜ ଯେ, ନିଜ ମହାନ ସମ୍ପାଦକୀୟଟି ସହ ଭାଷା ନାଁରେ ଓଡିଶାକୁ ଭୁଆଁ ବୁଲାଉଥିବା ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ କୁତ୍ସିତ ଲେଖାଟିକୁ ବି ଆଜିର ସମ୍ବାଦରେ ସେ ଛାପିଛନ୍ତି ∣ ଏହି କୁତ୍ସିତ ଲେଖାରେ ଧୂର୍ତ୍ତ ଦେବୀ ପ୍ରସନ୍ନ ମୋ ବିରୁଦ୍ଧରେ କିଛି ମିଛ କଥା କହିଛନ୍ତି ∣ ମନ୍ତ୍ରୀସ୍ତରୀୟ କମିଟି ଓ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ କିଛି ଵିଦ୍ଵାନ ତ କିଛି କଥା ଜାଣନ୍ତି ∣ ଏହା ଛଡ଼ା , ଏହି ଉଭୟ ଲେଖାକୁ ଏକତ୍ର ଦେଇ ସମ୍ବାଦ ସମ୍ପାଦକ ତ ନିଶ୍ଚୟ ଏକ ବିତର୍କ ଆରମ୍ଭ କରାଇବାକୁ ଚାହିଁଥିବେ ∣ ତେଣୁ, କୌଣସି ମତ ନ ରଖି, ଆଜିର ସମ୍ବାଦ ପ୍ରତିବେଦନକୁ ଭାଷା ଆନ୍ଦୋଳନର ସାଥୀ ସୈନିକମାନଂକ ଅବଗତି ପାଇଁ ଏଠାରେ ଉପସ୍ଥାପିତ କରାଗଲା ∣ ଯଦି ସମ୍ବାଦରେ କିଛି ବିତର୍କ ହୁଏ ବା ନହୁଏ, ତାକୁ ବିଚାରକୁ ନେଇ, ଏହା ଉପରେ ମୁଁ ମୋ ବୟାନ ଦେବି ∣(ସୁଭାଷ ଚନ୍ଦ୍ର ପଟ୍ଟନାୟକ)
Bhasha Andolan on Day 550
ପାଞ୍ଚଶହ ପଚାଶ ଦିନରେ ଭାଷା ଆନ୍ଦୋଳନ
କଳାପତାକା ଧରିଛନ୍ତି : ଚିନ୍ମୟ କୁମାର ସାମନ୍ତରାୟ, ଶଶୀ ନାୟକ, ପ୍ରତାପ କୁମାର ସାହୁ, ସୁବାସ ଚନ୍ଦ୍ର ପଣ୍ଡା ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣