MOTHER TONGUE AND MAFIA: A CASE STUDY -16

ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି

 

Bhasha Andolan on Day 586

ପାଞ୍ଚଶହ ଛୟାଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ବିଭୁତି ଭୂଷଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ଦାସ, ଯୁଧିଷ୍ଠିର ସାମନ୍ତରାୟ, ପ୍ରସନ୍ନ କୁମାର ପଟ୍ଟନାୟକ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 583

ପାଞ୍ଚଶହ ତେୟାଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ମମତା ଦାସ, ଅରବିନ୍ଦ ତ୍ରିପାଠୀ, ଲକ୍ଷ୍ମଣ ଦାଶ, ନାରାୟଣ ଖୁଣ୍ଟିଆ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Odia University: Ex-Minister has fudged, says Gajanan Mishra

ଓଡ଼ିଆ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ‘ସର୍ବସାଧାରଣ’ କାଗଜରେ ଚଳିତ 9 ତାରିଖରୁ 11 ତାରିଖ ଯାଏଁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ  “ସତ୍ୟ ସନ୍ଧାନରେ” ସ୍ତମ୍ଭ-ଯୁଦ୍ଧର ଦ୍ଵାହି ଦେଇ କିପରି ଅସତ୍ୟ  ପରିବେଷଣ କରିଛନ୍ତି ତାହା ଏହି ବିଶ୍ଵବିଦ୍ୟାଳୟ ପାଇଁ ଆଦ୍ୟ ଉଦ୍ୟମ କରିଥିବା କବି ଗଜାନନ ମିଶ୍ର ସୁଚାଇଛନ୍ତି ସେହି କାଗଜରେ ଆଜି ପ୍ରକାଶ ପାଇଥିବା ନିମ୍ନ ନିବନ୍ଧଟିରେ ∣ ସମସ୍ତେ ଏହାକୁ ଅନୁଶୀଳନ କରନ୍ତୁ ∣ କେଉଁ ମତଲବରେ ପଞ୍ଚାନନ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ତାହା ଆମେ ଯଥା ସମୟରେ ପ୍ରକାଶ କରିବୁ ∣

ଏବେ ଗଜାନନବାବୁଙ୍କ ଲେଖାଟି ପ୍ରତି ଦୃଷ୍ଟି ପଡୁ :