Tag: Panchanan Kanungo
MOTHER TONGUE AND MAFIA: A CASE STUDY – 18
MOTHER TONGUE AND MAFIA: A CASE STUDY -16
ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି –
Odia University: Ex-Minister has fudged, says Gajanan Mishra
ଓଡ଼ିଆ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ‘ସର୍ବସାଧାରଣ’ କାଗଜରେ ଚଳିତ 9 ତାରିଖରୁ 11 ତାରିଖ ଯାଏଁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ “ସତ୍ୟ ସନ୍ଧାନରେ” ସ୍ତମ୍ଭ-ଯୁଦ୍ଧର ଦ୍ଵାହି ଦେଇ କିପରି ଅସତ୍ୟ ପରିବେଷଣ କରିଛନ୍ତି ତାହା ଏହି ବିଶ୍ଵବିଦ୍ୟାଳୟ ପାଇଁ ଆଦ୍ୟ ଉଦ୍ୟମ କରିଥିବା କବି ଗଜାନନ ମିଶ୍ର ସୁଚାଇଛନ୍ତି ସେହି କାଗଜରେ ଆଜି ପ୍ରକାଶ ପାଇଥିବା ନିମ୍ନ ନିବନ୍ଧଟିରେ ∣ ସମସ୍ତେ ଏହାକୁ ଅନୁଶୀଳନ କରନ୍ତୁ ∣ କେଉଁ ମତଲବରେ ପଞ୍ଚାନନ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ତାହା ଆମେ ଯଥା ସମୟରେ ପ୍ରକାଶ କରିବୁ ∣
ଏବେ ଗଜାନନବାବୁଙ୍କ ଲେଖାଟି ପ୍ରତି ଦୃଷ୍ଟି ପଡୁ :